ବ୍ରହ୍ମପୁରରେ ଉଦଘାଟନ ହେଲା ନୂଆ ସୁନା ଅଳଙ୍କାର ସୋ ରୁମ କଲ୍ୟାଣ ଜୁଏଲର୍ସ

109

ବ୍ରହ୍ମପୁର , ୦୪/୦୯/୨୨ ( ଜିଲ୍ଲା ଖବର ) : ସାରା ଭାରତରେ ସୁନା ବ୍ୟବସାୟରେ ଖ୍ୟାତି ଅର୍ଜନ କରିଥିବା କଲ୍ୟାଣ ଜୁଏଲର୍ସ ବ୍ରହ୍ଣପୁର ସିଟି ହାଇସ୍କୁଲ ରୋଡରେ ଅତ୍ୟାଧୁନିକ ଗହଣା ଦୋକାନ ଉଦଘାଟନ କରିଛି ।

କଲ୍ୟାଣ ଜୁଏଲର୍ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣ ରମଣ ଏହା ଓଡିଶାର ଦ୍ୱିତୀୟ ଶୋ ରୁମ ଗ୍ରାହକ ମାନଙ୍କୁ ଆକୃଷ୍ଟ କଲାଭଳି ହୀରା,ସୁନା ରୁପାରେ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଡିଜାଇନ ଏଠାରେ ପାଇପାରିବେ ।


ଏହି ସୋରୁମ ତରଫରୁ ପ୍ରତ୍ୟେକ ଗ୍ରାହକମାନଙ୍କ ପାଇଁ କିଛି ଅଫର ରଖାଯାଇଛି ।

ଏକ ଲକ୍ଷ ହୀରା କିଣିଲେ ଦଶ ହଜାର ଛାଡ଼ ପ୍ରତି ଗଢ଼ା ତିନି ଶହ ଟଙ୍କା ରିହାତି ଏବଂ ପୁରୁଣା ସୁନା ଏକ୍ସଚେଞ୍ଜରେ ପ୍ରତି ଗ୍ରାମରେ ପଚାଶ ଟଙ୍କା ଅଧିକ ଦିଆଯିବ ।