Sunday, October 11, 2026
Home ଆଞ୍ଚଳିକ କଟକ ସ୍ଥିତ ନେତାଜୀ ନଗର ଦ୍ଵିତୀୟ ଧର୍ମ ରାଜ୍ୟ କାର୍ଯ୍ୟାଳୟରେ ମିତ୍ର ମେଳା ଅଧିବେସନ ଅନୁଷ୍ଠିତ।

କଟକ ସ୍ଥିତ ନେତାଜୀ ନଗର ଦ୍ଵିତୀୟ ଧର୍ମ ରାଜ୍ୟ କାର୍ଯ୍ୟାଳୟରେ ମିତ୍ର ମେଳା ଅଧିବେସନ ଅନୁଷ୍ଠିତ।

87

କଟକ, ୦୩/୦୯/୨୨ ( ଜିଲ୍ଲା ଖବର ) : କଟକ ସ୍ଥିତ ନେତାଜୀ ନଗର ଦ୍ୱିତୀୟ ଧର୍ମ ରାଜ୍ୟ କାର୍ଯ୍ୟାଳୟରେ ମିତ୍ର ମେଳା ଅଧିବେଶନ ଦ୍ୱିତୀୟ ଧର୍ମ ସଂଗଠନ ତରଫରୁ ଅନୁଷ୍ଠିତ
ହୋଇଯାଇ ଅଛି ।

ପିତା ମାତା ଗଛ ଲତା, ମର୍ତ୍ୟ ର ଜୀବନ୍ତ ଦେବତା
ମାନବ ସେବା ହଁ ବାସ୍ତବରେ ମାଧବ ସେବlବୋଲି ଦ୍ୱିତୀୟ ଧର୍ମ ର ମାର୍ଗ ଦର୍ଶକ ଅଧ୍ୟାପକ ଗୋବିନ୍ଦ ଭାଗବମ ତାଙ୍କ ବକ୍ତବ୍ୟ ରେ କହିଥିଲେ ।

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜିଲ୍ଲା ଖବର ।