
ରାୟଗଡ଼ା , ୩୦/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମ କଟକ ମା ମାର୍କମା କଲେଜ ନୂତନ ହଷ୍ଟେଲ ଉଦଘାଟିତ କରିବା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କେବିନେଟ ମନ୍ତ୍ରୀ ଜାତି
ଓ ଜନଜାତି ପଛୁଆ ବର୍ଗ ଉର୍ଣୟନ ତଥା ଆଇନ ମନ୍ତ୍ର ଶ୍ରୀଯୁକ୍ତ Jagannath Saraka ଓ ରାୟଗଡା ଜିଲ୍ଲା ପାଳ ସ୍ୱଧା ଦେବ ସିଂ ଉପସ୍ଥିତ ଥିଲେ ।

ରାୟଗଡା ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା ସଭାପତି Sudhir Kumar Dash ଉପସ୍ଥିତ ଥିଲେ ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ Pruthiraj Sahu ଓ ଜିଲ୍ଲା ପରିଷଦ ଚେରମେନ ସରସ୍ଵତୀ ମାଝୀ



ସରସ୍ଵତୀ ବିଷମ କଟକ ବ୍ଲକ ବିଜୁ ଜନତା ଦଳ ସଭାପତି ତଥା ବ୍ଲକ ଉପାଦକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ , ବ୍ଲକ ଅଧ୍ୟକ୍ଷ ଜୋସଦା ହୁଇକା, ବିଷମ କଟକ କ ଖ ଜିଲ୍ଲା ପରିଷଦ , ବିଜୁ ଜନତା ଦଳ ର ସମସ୍ତ ପଦାଧିକାରୀ ମାନେ ,

ନାନୁ ପଣ୍ଡା , ସିବା ଡେଶୀଟ ଜିଲ୍ଲା ସମ୍ପାଦକ , ଜୋତି ସାହୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସମ୍ପାଦକ , ବିଜୁ ଛାତ୍ର ଜନତା ଦଳ ବ୍ଲକ ସମ୍ପାଦକ ଅଶ୍ୱିନୀ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



