Saturday, November 14, 2026
Home ଆଞ୍ଚଳିକ ନବଜାତ ଶିଶୁର ମୃତ ଦେହ ଦେଖିବାକୁ ମିଳିଛି ନାଳରୁ ।

ନବଜାତ ଶିଶୁର ମୃତ ଦେହ ଦେଖିବାକୁ ମିଳିଛି ନାଳରୁ ।

69

ଶେରଗଡ଼ , ୨୬/୦୮/୨୨ ( ଜିଲ୍ଲା ଖବର ) : ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶେରଗଡ଼ ବ୍ଲକ ଅନ୍ତଗତ ବାରସିଙ୍ଗି ଗ୍ରାମର ନାଳରୁ ନବଜାତ ଶିଶୁର ମୂର୍ତ୍ତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି l

ନବଜନ୍ମିତ ମୃତ ଶିଶୁ କୁ ନିକଟସ୍ଥ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଦେଖିବା ପରେ ଶେରଗଡ଼ ଥାନାକୁ ଜଣାଇଥଲେ l

ଶେରଗଡ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି

ଗଞ୍ଜାମ ଜିଲ୍ଲାରୁ ଅଖିଳ ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।