
କୋଦଳା (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ସ୍ଥିତ ବୁରୁଝରି ଓ ରାଗପୁର ନିକଟରେ ଥିବା ବାଲିବଣ ଠାରେ ପୂର୍ବ ପସ୍ତାଵ ମୁତାବକ ନୂତନଭାବେ ହେବାକୁ ଥିବା ମନ୍ଦିର ନିର୍ମାଣ ସମ୍ପର୍କେ ଏକ ସମିକ୍ଷ୍ଯା ବୈଠକ ନାରାୟଣ ସାହୁଙ୍କ ଅବାହକତ୍ଵରେ ଶନିବାର ଦିବା 09:30 ମିନିଟ ସମୟରେ ଅନୁଷ୍ଠିତ ହୋଇଯାଇଛି ୲ଶ୍ରୀ ଶ୍ରୀ ଶନିଦେଵଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ଏହି ବୈଠକ ରେ ଆଖପାଖ ପାଞ୍ଚଗୋଟି ପଞ୍ଚାୟତ ଯଥା ବୁରୁଝୁରୀ ,ଚନ୍ଦନପୁର , ଏସ.ଛଚିନା ,ସୁମଣ୍ଡଳ ,ଓ ବଡ ଖଈରି ଖମା ର ପଞ୍ଚାୟତ ପ୍ରତିନିଧି , ସମାଜସେବୀ , ବୂଦ୍ଧିଯିବି ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ୲ପ୍ରସ୍ତାବିତ ଶନି ମନ୍ଦିର କାର୍ଯ୍ୟ ଆସନ୍ତା 2020ଡିସେମ୍ବର ଶେଷ ସୁଧା ସମାପ୍ତ କରାଯିବା ପାଇଁ ନିଷ୍ପତି ନିଅାଯିବା ସହିତ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ କୁହାଗଲା ୲



