କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁରେଶ୍ ମହାପାତ୍ର ଙ୍କ ନେତୃତ୍ବରେ ମହଂଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ।

54

କଟକ , ୨୩/୦୮/୨୨ ( ଜିଲ୍ଲା ଖବର ) : ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁରେଶ୍ ମହାପାତ୍ର ଙ୍କ ନେତୃତ୍ବରେ ମହଂଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ।

ଆଜି କଟକ ସହରର ବିଭିନ୍ନ ମଣ୍ଡି ,ବଜାର ,ହାଟ ,ବସଷ୍ଟାଣ୍ଡ ଜନଗହଳି ପୂର୍ଣ୍ଣ ଛକ ତଥା କଲେଜ ଛକ ,ବକ୍ସିବଜାର , ଗୌରୀଶଙ୍କର ପାର୍କ ,ନୟା ସଡ଼କ,ଚାନ୍ଦିନୀଚୌକ,ବାଦାମବାଡ଼ି, ଛତ୍ର ବାଜର,ମାଲଗୋଦାମ ପ୍ରଭୃତି ସହରର ପ୍ରମୁଖ ସ୍ଥାନମାନଙ୍କରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ସଭମନଙ୍କରେ କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାର ଙ୍କ ଜନମାରଣ ନୀତି ଓ ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ,କିରୋସିନି ,ବିଭିନ୍ନ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଗୁଡିକରେ ଅହେତୁକ ଦରବୃଦ୍ଧି ର ପ୍ରତିଦାଦରେ ବରିଷ୍ଠ ନେତ୍ରୀ ,

ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ସାହୁ,ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, କଂଗ୍ରେସ ନେତା ବିଶ୍ଵନାଥ ଶତପଥୀ,ରାଜେନ୍ଦ୍ର ପଟନାୟକ,ଉତ୍ତମ ବେହେରା ,ମାନସ ନାୟକ ,ନିରଞ୍ଜନ ଦାସ୍ ,ସଞ୍ଜୟ ଦାସ୍ , ପ୍ରଶାନ୍ତ ବେହେରା,ବରଦା ସାହୁ,, ବିପନ ପଶାୟତ ,ନୀର୍ମଳ ସ୍ଵାଇଁ , ମଞ୍ଜୁଶ୍ରୀ କଳ୍ପନା ରାଉତ୍ ,

ନିରୂପମା ଦାସ୍, ସୁନିଲ୍ ଜେନା,ବାବୁ ରାଓ,ରୁନକ୍ ପ୍ରଧାନ,ଅଲେଖ ବେହେରା ,ଗୁଡୁ ଦାସ୍,ଘନଶ୍ୟାମ ବେହେରା,ମନୋଜ ମହାପାତ୍ର ,ନନ୍ଦୁ ବିଶ୍ଵାଳ,ଚନ୍ଦ୍ରଶେଖର ସାହୁ,ସୁକାନ୍ତ ରାଉତ , ରାଜୀବ ମହାନ୍ତି,ଅବିଦ୍ ଖାଁ ,ରାଜଶ୍ରୀ ଦେବୀ ପ୍ରମୁଖ ପଥପ୍ରାନ୍ତ ସଭାରେ ଯୋଗଦେଇ ମହାଙ୍ଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।