Saturday, November 14, 2026
Home ଆଞ୍ଚଳିକ ଚମକିଲେ ଭଞ୍ଜନଗର ଟାଇକୋଣ୍ଡା କରାଟେ ଅନୁଷ୍ଠାନ ।

ଚମକିଲେ ଭଞ୍ଜନଗର ଟାଇକୋଣ୍ଡା କରାଟେ ଅନୁଷ୍ଠାନ ।

84

ଭଞ୍ଜନଗର , ୨୨/୦୮/୨୨ ( ଜିଲ୍ଲା ଖବର ) : ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ଭଞ୍ଜନଗର ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିବା ଟାଇକୋଣ୍ଡ କରାଟେ ପ୍ରଶିଖିଣ କେନ୍ଦ୍ର ଭୁବନେଶ୍ୱର ରେ ହୋଇଥିବା

ଉତ୍କଳ କରାଟେ ପ୍ରତିଯୋଗିତା ରେ ସର୍ବ ମୋଟ ୨୪ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ ତନ୍ମଧ୍ୟରୁ ୨୦ ଜଣ madel ପାଇଥିଲେ।

୯ ଜଣ ଗୋଲଡ଼,୪ ଜଣ silver,୫ ଜଣ bronze ପଦକ ପାଇଥିଲେ।ପ୍ରାଣକୃଷ୍ଣ ଗୌଡ଼ ଙ୍କ କୋଚିଂ ରେ ଛାତ୍ରଛାତ୍ରୀ ମାନେ ଏହିପରି ସଫଳତା ପାଇଛନ୍ତି।

ଆଜି ଏକ ଅଭିନନ୍ଦନ ଉତ୍ସବ ରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ଗୋପ ବନ୍ଧୁ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଛା ଜଣାଇଥିଲେ।

ଏହି ଖୁସି ଖବର ରେ ଅଭିଭାବକ ଓ ଭଞ୍ଜନଗର ଜନସାଧାରଣ ଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।