Home ଆଞ୍ଚଳିକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

28
ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଲା ପାଞ୍ଚୟତ ନୂଆଗାଁ ଗ୍ରାମରେ ଡ୍ରିମ ୱାଲଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଦିଗପହଣ୍ଡି,୦୩/୦୧(ଋଷିକେଶ ବେହରା) ; ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଲା ପାଞ୍ଚୟତ ନୂଆଗାଁ ଗ୍ରାମରେ ଡ୍ରିମ ୱାଲଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ଏଥିରେ ଆଖ ପାଖ ଅଞ୍ଚଳର ୧୦ ଗ୍ରାମ ବାସି ଲୋକମାନେ ନିଜର ସ୍ୱାସ୍ଥ୍ୟ ଦେଖାଇଥିଲେ I ଏଥିରେ ସ୍ବେଛାସେବି ଯୋଗଦେଇଥିଲେ, ଡ଼.ଧବଳେଶ୍ୱର ମେହେର, ମୋହନ ମଲ୍ଲୀକ, ସଚ୍ଚିନ ନାହାକ, ଋଷିକେଶ ବେହେରା, କବିରାଜ, ବଳରାମ ସେଠୀ କାର୍ୟ୍ୟକ୍ରମ ସମ୍ପାଦନ କରିଥିଲେ I ଏଥିରେ ଗ୍ରାମର ଯୁବପିଢ଼ି ସୋହଯୋଗ କରିଥିବାବେଳ ସମସ୍ତ ସ୍ବେଛାସେବୀ ମାନଙ୍କୁ ଧମେନ୍ଦ୍ର ଡୋରା ଧନ୍ୟବାଦ ଅପଣ କରିଥିଲେ I