୫୦ ଗାଈ ଉଦ୍ଧାର ।

141

ପାଲଲହଡ଼ା , ୧୯/୦୮/୨୨ ( ଜିଲ୍ଲା ଖବର ) : ସକାଳ ପ୍ରାୟ ୪ ସମୟ ରେ ବିଶ୍ବସ୍ତ ସୁତ୍ର ରୁ ଖବର ପାଇ ପାଲଲହଡା ଥାନା ର ଭାରପ୍ରାପ୍ତ ଅଧୀକାରୀ ମାନନୀୟ ଶ୍ରୀଯୁକ୍ତ ପରାଉ ଟୁଡୁ ଏବଂ ତାଙ୍କ ସହକାରୀ ସବ୍ ଇନୀସ୍ ପେକ୍ଟର ଆଦରଣୀୟ ଗୋବିନ୍ଦ ସାହୁ କିଛି ପୋଲିସ୍ ବାହୀନି ଅଚାଣକ ପାଲଲହଡା ଓଭରବ୍ରିଜ ଉପରେ ଏକ ଦ୍ରୁତଗାମୀ ଟ୍ରକ୍ କୁ ଅଟକାଇ ଥିଲେ ।

ଗାଡିର ନମ୍ବର ଥିଲା CG 04 NQ 1885 । ଗାଡିରୁ ଉଦ୍ଧାର ହୋଇଥିଲେ ପ୍ରାୟ ୫୦ ଟି ନିରୀହ ଗାଈ ଏବଂ ଡ୍ରାଇଭର ତଥା ହେଲ୍ ପର୍ ଗିରଫ ହୋଇଥିଲେ ।


ପୋଲିସ୍ ର ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ ଗୋରୁ ମାନଙ୍କୁ ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ଅନୁଗୋଳ ସ୍ଥିତ ଗୋଶାଳା କୁ ପଠାଯାଇ ଅଛି । ଉକ୍ତ ଘଟଣା କୁ ନେଇ ସାଧାରଣ ରେ ଉତେଜନା ପ୍ରକାଶ ପାଇ ଅଛି ।