
ରାୟଗଡ଼ା , ୧୬/୦୮/୨୨ (ଜିଲ୍ଲା ଖବର) : ଆଜି କାଶୀପୁର CHC ( ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର)ଠାରେ ଏକ ମେଗା blood donation କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି।

161 unit blood collection ଉକ୍ତ ଶିବିରରେ ହୋଇଛି।ମାନ୍ୟବର ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି,କାଶୀପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କଣ୍ଠେଶ୍ୱର ମାଝୀ ,Dr ନେତ୍ରାନନ୍ଦ ନାୟକ,ଡ଼ ରାବଣ।,ପ୍ରମୁଖ ଉକ୍ତ ଶିବିର କୁ ଦ୍ବୀପ ପ୍ରଯୋଳନ କରି ଉଦଘାଟନ କରିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ blood bank ଟିମ ଓ Dr Mazid ସହାୟତ କରିବା ସହ ସ୍ୱେଚ୍ଛାକୃତ ଭାବେ କାଶୀ ପୁର ସମସ୍ତ କ୍ଲବ,ମେଡିକାଲ staff,Driver association,Advocate, ପୋଲିସ ଏବଂ କାଶୀପୁର ବ୍ଲକ ର ବିଭିନ୍ନ କୋଣ ଅନୁକୋଣର ଯୁବକ,ଯୁବତୀ ମନେ 161 ୟୁନିଟ ରକ୍ତ ଦାନ କରିଥିଲେ।

କାଶୀପୁର ଭଳି ଉପାନ୍ତ ଅଂଚଳରେ ଏଭଳି ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବାରୁ,ରକ୍ତ ଦାନ କରିଥିବା ସମସ୍ତ Doner ଙ୍କୁ ରାୟଗଡା ଜିଲ୍ଲା ପାଳ ଶ୍ରୀମତି ସ୍ବଧ।ଦେବ ସିଂ କୃତଜ୍ଞତା ଜଣେଇଛନ୍ତି ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



