
ବ୍ରହ୍ମପୁର , ୧୨/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏବେ ର ବହୁ ଚର୍ଚ୍ଚିତ ଖବର ଦୀପିକା ନିଜ ହକ୍ ପାଇଁ
ଆଜିକୁ ୧୦ ଦିନ ହେଲା ପ୍ରେମିକ ଘର ସମ୍ମୁଖରେ ପ୍ରେମିକା ଦୀପିକାର ଧାରଣାଜାରି ରହିଛି ।


କିନ୍ତୁ ଧାରଣା ସ୍ଥଳରେ ଆଜି ତାଙ୍କ ଶାଶୁ ଆସି ବସିଥିବା ପାଲ କୁ ଚିରି ଗଣ୍ଡଗୋଳ ପରିସ୍ଥିତି କରିଥିବା ର ଦେଖିବାକୁ ମିଳିଛି ।


ଦୀପିକା ଏବଂ ପ୍ରମିଳା ତ୍ରିପାଠୀ ଧାରଣାସ୍ଥଳରେ ବସିଥିବା ବେଳେ ଆଜି ଦିନେଶଙ୍କ କିଛି ସମ୍ପର୍କୀୟ ଘର ଭିତରକୁ ପ୍ରବେଶ କରୁଥିବା ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।


ଏହାକୁ ଦେଖି ସାଇ ବାସିନ୍ଦା ଏକ ଜୁଟ ହୋଇ ଗଣ୍ଡଗୋଳ କରିଛନ୍ତି ଦୀପିକା ଙ୍କ ଶାଶୁ ଧାରଣା ସ୍ଥଳରେ ସମସ୍ତ ବ୍ୟବହାର କରୁଥିବା




ସମାନ ଙ୍କୁ ଫୋଫାଡ଼ି ଦେଇଛନ୍ତି ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇଛନ୍ତି ଦେଖି ବାକୁ ମିଳିଛି ।


