Sunday, October 11, 2026
Home ଆଞ୍ଚଳିକ ଆଜି କଟକ ନୂଆପଡା ବାଲି ସାଇ ସ୍ଥିତ ଶାନ୍ତି ଆନନ୍ଦ ଆଶ୍ରମ ରେ ମହାଡ଼ମ୍ବରରେ ଜୁଲଣ...

ଆଜି କଟକ ନୂଆପଡା ବାଲି ସାଇ ସ୍ଥିତ ଶାନ୍ତି ଆନନ୍ଦ ଆଶ୍ରମ ରେ ମହାଡ଼ମ୍ବରରେ ଜୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l

108

କଟକ , ୧୧/୦୮/୨୨ ( ଜିଲ୍ଲା ଖବର ) : ଆଜି କଟକ ନୂଆପଡା ବାଲି ସାଇ ସ୍ଥିତ ଶାନ୍ତି ଆନନ୍ଦ ଆଶ୍ରମ ରେ ମହାଡ଼ମ୍ବରରେ ଜୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l

ଇତି ମଧ୍ୟରେ ଆଶ୍ରମ ରେ ବହୁ ସାଧୁ ସନ୍ଥ ଏବଂ ଭକ୍ତ ଏକ ତ୍ରିତ ହୋଇ ଠାକୁର ଙ୍କ ଆଶିଷ ଭିକ୍ଷା କରିଥିଲେ ଅଭିରାମ ଆଶ୍ରିତ ପରିବାର ସଙ୍ଘ

ଅର୍ଗlନାଇଜରସେକେଟ୍ରି ପୂର୍ଣ୍ଣ ଚନ୍ଦ୍ର ସାହୁ ସମସ୍ତ ଭକ୍ତ ଭାଇ ଭଉଣୀ ମାନ ଙ୍କୁ ଆନ୍ତରିକ ଶୁବେଛl ଜଣାଇଛନ୍ତି l

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।