
ବ୍ରହ୍ମପୁର , ୧୧/୦୮/୨୨ ( ଜିଲ୍ଲା ଖବର ) : ଘରେ ଘରେ ପାଳନ କରାଗଲା ରାକ୍ଷୀ ପୁର୍ଣିମା । ପବିତ୍ର ରାକ୍ଷୀ ପୁର୍ଣିମା ଉପଲକ୍ଷେ ଘରେ ଘରେ ପାଳନ କରାଯାଇଛି । ରକ୍ଷା ବନ୍ଧନ ପାଳନ କରାଯାଇଛି ରାକ୍ଷୀ ପୁର୍ଣିମା ଏକ ମହତ ପୂର୍ଣ୍ଣ ପର୍ବ ଭାଇ ର ଦୀର୍ଘ ଆୟୁ ଓ ଉଜ୍ବଳ ଭବିଶିତ୍ୟ ପାଇଁ ଭଉଣୀ ମାନେ କାଇଁ କେତେ ଦୂରରୁ ଧାଇଁ ଆସନ୍ତି ଭାଇ ର ହାତ ରେ ରାକ୍ଷୀ ବାନ୍ଧିବା ପାଇଁ ଭାଇ ବି ଶପଥ କରିଥାଏ ।


ଭଉଣୀ ର ସବୁ ଆପଦ ବିପଦ ରେ ଛିଡା ହୋଇ ତାର ସବୁ ଅପ୍ରତିବନ୍ଧ ଦୂର କରିବା ପାଇଁ ଏହି ଦିନରେ ଭଉଣୀ ଭାଇ ମାନଙ୍କ ପାଖକୁ ଯାଇ ଚନ୍ଦନ


ସିନ୍ଦୁର ଲଗାଇ ବନ୍ଦାପନା କରି ମିଠା ଖୁଆଇ ରାକ୍ଷୀ ବାନ୍ଧିଥାନ୍ତି । ଭାଇ ମଧ୍ୟ ଭଉଣୀ ପାଇଁ କିଛି ଉପହାର ବା ଗିଫ୍ଟ ଦେଇଥାନ୍ତି ।



