
ଆସିକା,୧୦/୮(ଜିଲ୍ଲା ଖବର) : ଆସିକା ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେଡି ନେତା ତଥା ଖାରିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଭଗବାନ ସାହୁ ।ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ରେ ଖାରିଆ ଗ୍ରାମ ପଞ୍ଚାୟତ ର ବିଭନ୍ନ ଗ୍ରାମ ଘଟକୁରି,ହୁମୁକି,




ଖାରିଆ ,ସହାପୁର, କୋଟିନଡ଼ା,ଢୁଙ୍କୁଣୀ,ସନ୍ଦିନୂଆପଲ୍ଲୀ,ର ସମସ୍ତ କ୍ଷତିଗ୍ରସ୍ତ ପରିବାର ପାଖକୁ ଯାଇ ସୁବିଧା ଅସୁବିଧା ବୁଝିବା ସହ ଜରିପାଲ ବଣ୍ଟନ କରିଛନ୍ତି।ଆଗାମୀ ଦିନରେ ମାନ୍ୟବର ଆସିକା ବିଧାୟିକା ଓ ବ୍ଲକ ପ୍ରଶାସନ ଙ୍କ ସହ ଆଲୋଚନା କରି ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବା ପାଇଁ ଦୃଢ଼ ପ୍ରତିଶୃତି ଦେଇଛନ୍ତି।।


