Thursday, November 12, 2026
Home ଆଞ୍ଚଳିକ ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଶ୍ରୀ ଧବଳେଶ୍ବର ପୀଠରେ କାଉଡିଆଙ୍କ ଭିଡ।

ଆଜି ଶ୍ରାବଣ ମାସର ଶେଷ ସୋମବାରରେ ଶ୍ରୀ ଧବଳେଶ୍ବର ପୀଠରେ କାଉଡିଆଙ୍କ ଭିଡ।

79

ଆସିକା , ୦୯/୦୮/୨୨ ( ଜିଲ୍ଲା ଖବର ) : ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବା ବେଳେ କlଓଡ଼ିଆ ଭକ୍ତ ଭିଡ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପୀଠରେ ଦେଖିବାକୁ ମିଳିଥିଲା l

ଇତି ମଧ୍ୟ ରେ କଟକ ନୂଆପଡା ପ୍ରେସ୍ରକୋଲନୀ ଲକ୍ଷେଶ୍ୱର ବୋଲ ବମ ସେବା ଟ୍ରଷ୍ଟ ତରଫରୁ ଏକ ସେବା ପ୍ରଦାନ କରଯାଇଥଲା ।


କମିଟି ର ମାରବିଏବଂ ଯୁବପିଢ଼ି ଙ୍କ ଦ୍ୱରା ଏହି ସେବା ବହୁ ବର୍ଷ ହେବ ଚିଲିଆସୁଛି l

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜ଼ିଲ୍ଲା ଖବର ।