Friday, November 13, 2026
Home ଆଞ୍ଚଳିକ ବନ୍ଧୁତ୍ବ ଦିବସରେ ଆସିକା ଜେ ସି ଆଇ ର ରକ୍ତଦାନ ଶିବିର

ବନ୍ଧୁତ୍ବ ଦିବସରେ ଆସିକା ଜେ ସି ଆଇ ର ରକ୍ତଦାନ ଶିବିର

89

ଆସିକା,7/୮(ଜିଲ୍ଲା ଖବର) : ଆସିକା ଲଷ୍ମୀ ବଜାର ସ୍ଥିତ କନ୍ୟାକା ପରମେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଆଜି ଜେସିଆଇ ଦ୍ୱାରା ବନ୍ଧୁତ୍ୱ ଦିବସ ଉପଲକ୍ଷେ ସଭାପତି ଜେସି ଟି.ସିଦ୍ଧାର୍ଥ ସୁବୁଦ୍ଧିଙ୍କ ଅଧକ୍ଷତାର ଏକ ସ୍ଵେଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିର କୁ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ଉଦଘାଟନ କରିଥିଲା ବେଳେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ବିନୀତା ସ୍ଵାଇଁ ଦ୍ବୀପ ପ୍ରଜ୍ବଳନ କରି ଆରମ୍ଭ କରିଥିଲେ. ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ଵାଇଁ,ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ଵାଇଁ ଉପସ୍ଥିତ ଥିଲେ.ଆଜି ଶିବିର ଶେଷ ସୁଦ୍ଧା 57ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା. ଆଜିକାର ଏହି ରକ୍ତ ଦାନ ଶିବିର ରେ ପ୍ରକଳ୍ପ ଅଧିକାରୀ ଜେସି ବସନ୍ତ ଭଞ୍ଜ, ଉପ ପ୍ରକଳ୍ପ ଅଧିକାରୀ ଜେସି ଶୁଭମ୍ ପାତ୍ର,ଉପଦେଷ୍ଟା ଜେସି.ସନ୍ତୋଷ ନାୟକ,ଜେସି.ଅନିଲ କୁମାର ପୃଷ୍ଟି ,ଜେସି.ବଦ୍ରି ନାରାୟଣ ପାତ୍ର ,ଜେସି. ୟୁ ସଞ୍ଜୟ କୁମାର ପାତ୍ର ,ଜେସି. ଜିତେନ୍ଦ୍ର ପାତ୍ର ,ଜେସି. ସୁରେଶ ପାତ୍ର ,ଜେସି. ଉମେଶ ପାତ୍ର,ଜେସି.ରାଜା ପାତ୍ର,ଜେସି.ସନ୍ତୋଷ ପାତ୍ର,ଜେସି.କେ.ସତ୍ୟ ନାରାୟଣ ପାତ୍ର,ଜେସି. ବି. ଶିବ ଶଙ୍କର ପାତ୍ର,ଜେସି.ଏ.ଶିବ ଶଙ୍କର ପାତ୍ର,ଜେସି.ବିଶେଷ ପୃଷ୍ଟି,ଜେସି.ଦୀଵାନ ପାତ୍ର,ଜେସି.ପ୍ରତୀକ ଆଚରୀ,ଜେସି.ଗୌର ପାତ୍ର,ଜେସି.ବି ପ୍ରଦୀପ ପାତ୍ର,ଜେସି.ଶାନ୍ତନୁ ରଣା,ଜେସି.ବାଲାଜୀ ନାହାକ,ଜେସି.ଭାବାନି ଷଢଙ୍ଗୀ,ଜେସି.ଇଶ୍ୱର ପାତ୍ର ,ଜେସି.ଲିଙ୍ଗରାଜ ପାତ୍ର,ଜେସି.ଭାଗ୍ୟଶ୍ରୀ ପାତ୍ର,ଜେସି.ବନ୍ଦିତା ପାତ୍ର,ଜେସି.ସୁସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।