
ରାୟଗଡା , ୦୭/୦୮/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲାର କେରେଡ଼ା ଗ୍ରାମ ପଞ୍ଚାୟତର ସେଶଖାଲ ସି ଆର ପି ଅଫ କ୍ୟାମ୍ପ ତରଫରୁ ହର ଘର ଘର ତ୍ରିରଙ୍ଗା ପତାକା ଉଡାଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା।



ସ୍ବାଧିନତାର ୭୫ବର୍ଷ ପୂରଣ ଉପଲକ୍ଷେ, ଆଜାଦି କି ଅମୃତ ଉସ୍ତବ କେରେଡା ଗ୍ରାମର ସରକାରୀ ଉଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମରେ ସି ଆର ପି ଅଫ ୦୪ ବାଟାଲିୟନର, ସିଆରପିଏଫ ଇନ୍ସପେକ୍ଟର ଶ୍ରୀ ଦେବବ୍ରତ,



ସବ୍ ଇନସପେକ୍ଟର ଜେନା ବାବୁ, ରାମ ସିଂହ, ଲାଲ ବାବୁ ଓ ୨୦ ରୁ ୨୫ ଜଣ ଜବାନ ମନେ ଜାତୀୟ ପତାକା ଧରି ବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ



କେରେଡ଼ା ଗ୍ରାମର ସାହି ସାହି ଘର ଘର ବୁଲି ସମସ୍ତ ଗ୍ରାମବାସୀଙ୍କୁ ସଚେତନତା କରାଇଥିଲେ ଓ ଜାତୀୟ ପତକା ବଣ୍ଟନ କରିଥିଲେ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


