Home ଆଞ୍ଚଳିକ ଦିଗପହଣ୍ଡି କୋର୍ଟ କର୍ମଚାରୀ ମାନଙ୍କ ତରଫରୁ ବିଚାରପତିଙ୍କୁ ସମ୍ବର୍ଦ୍ଧନା ।

ଦିଗପହଣ୍ଡି କୋର୍ଟ କର୍ମଚାରୀ ମାନଙ୍କ ତରଫରୁ ବିଚାରପତିଙ୍କୁ ସମ୍ବର୍ଦ୍ଧନା ।

38

ଦିଗପହଣ୍ଡି (ଜିଲ୍ଲା ଖବର) : ଦିଗପହଣ୍ଡି କୋର୍ଟ କର୍ମଚାରୀ ମାନଙ୍କ ତରଫରୁ ମାନ୍ୟ ବର ବିଚାରପତି ଶ୍ରୀ ସଞ୍ଜୟ କୁମାର ଶୁଭ ବ୍ରତ ଆଚାର୍ଯ୍ୟ ଙ୍କୁ ପୁଷ୍ପ ଗୁଛ ପ୍ରଦାନ କରି ନୂତନ ବର୍ଷ ର ଶୁଭେଚ୍ଛା ଜ୍ଞାପନ କରିଥିଲେ।
ଏହି ପରିପ୍ରେକ୍ଷୀରେ ମାନ୍ୟ ବର ବିଚାର ପତି ସମସ୍ତ କର୍ମଚାରୀ ଙ୍କ ସ୍ୱାସ୍ଥ୍ୟ ସୁଖ ,ଶାନ୍ତି ସମୃଦ୍ଧି ଇତ୍ୟାଦି ଶ୍ରୀ ଜଗନ୍ନାଥଙ୍କ କରୁଣା କୃପାରୁ ପ୍ରାପ୍ତ ହେଉ ବୋଲି କାମନା କରିବା ସହ ଏହି ବର୍ଷ ଟି ସୁଚାରୁ ରୁପେ ଅତିବାହିତ ହେଉ ବୋଲି ଶୁଭ କାମନା ଜଣାଇ ଥିଲେ ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।