
ବ୍ରହ୍ମପୁର , ୦୫/୦୮/୨୨ ( ଜିଲ୍ଲା ଖବର ) : ଶଶୁର ଘର ସାମନାରେ ବସିଲେ କେ ଦୀପିକା l
ପ୍ରଥମେ ଲଭ, ଶାରୀରିକ ସମ୍ପର୍କ, ତାପରେ ଛୁଆ ଏବେ ବାହା ନହେବାରୁ ଘର ସାମନାରେ ଆସି ବସିଛନ୍ତି ଏବଂ ନିଜ ଛୁଆର ପରିଚୟ ପାଇଁ ମା ବସିଛି ବାପାର ଘର ସମ୍ନାରେ l


ବ୍ରହ୍ମପୁରର ଦେଶୀ ବେହେରl ସାହିର କେ ଦୀନେଶ କୁମାର କେ ଦୀପିକା ନାମକ ଜଣେ ମହିଳାଙ୍କୁ ବାହା ହେବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ l ଏବେ କେ ଦୀପିକାଙ୍କ 18ମାସର ଗୋଟିଏ ପିଲା ଅଛି ।


ନିଜ ଛୁଆର ପରିଚୟ ପାଇଁ ଏବଂ ତାର ଭବିଷ୍ୟତ ପାଇଁ ଶଶୁର ଘର ସାମନାରେ ତିନି ଦିନ ହେଲା ଆସି ମହିଳା ଜଣଙ୍କ ବସିଛନ୍ତି l ମହିଳା ଜଣଙ୍କ ଦାବି ହେଲା କେ ଦିନେଶ କୁମାର ତାଙ୍କୁ ବିବାହ କରିବା ସହିତ ନିଜ


ପିଲାକୁ ବାପାର ପରିଚୟ ଦିଅନ୍ତୁ । ଯଦି ନିୟା ନୋ ମିଳିଲେ ମୁ ଏଇଟି ଆତ୍ମାହତ୍ୟ କରିବି ଏଥିପାଇଁ ମୋ ଶାଶୁ ଦିଅର ସ୍ୱାମୀ ଦାଇ ରହିବେ
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।


