କଟକ SCB ମେଡ଼ିକାଲରେ ଚାକିରି ପାଇଁ “ମଞ୍ଜୁ ସର୍ଭିସ୍” ଅଫିସ ଖାନ ନଗରରେ ଗୀତି ମହାନ୍ତିଙ୍କୁ ଟଙ୍କା ଦେଇଛନ୍ତି।

63

କଟକ , ୦୪/୦୮/୨୨ ( ଜିଲ୍ଲା ଖବର ) : କଟକ SCB ମେଡ଼ିକାଲରେ ଚାକିରୀ କରାଇଦେବା ପାଇଁ “ମଞ୍ଜୁ ସର୍ଭିସ” ଅଫିସ ଖାନ ନଗରରେ ଗୀତି ମହାନ୍ତିଙ୍କୁ ଟଙ୍କା ଦେଇଛନ୍ତି

ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଓ କୂଳସଚିବ (ପ୍ରଶାସନ)ଙ୍କୁ ଲିଖିତ ଅଭିଯୋଗ କଲେ ସ୍ଥାନୀୟ କର୍ପୋରେଟର ଜେ କାମେଶ୍ଵର ରାଓ ।