
ଭଞ୍ଜନଗର , ୦୩/୦୮/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ଅଞ୍ଚଳର ଏକ ସୁନାମଧନ୍ୟ ବିଦ୍ୟାଳୟ ସେଣ୍ଟ ଜାବିଏର ଯୋଉଠି ଚଳିତ ବର୍ଷ ୨୦୨୧-୨୨ ବର୍ଷ ରେ cbse ମ୍ୟାଟ୍ରିକ ପରୀକ୍ଷା ରେ ସତପ୍ରତିସତ ଛାତ୍ର ଛାତ୍ରୀ ଭଲ ନମ୍ବର ରେ ପାସ କରି ସ୍କୁଲ ଓ ଅବିଭାବକ ମାନଙ୍କ ଗର୍ବ ଗୌରବ ର ପାତ୍ର ହୋଇଛନ୍ତି ।


ଏହି ସଫଳତା ପଛରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅବିଭାବକ ମାନଙ୍କୁ ଛାତ୍ର ଛାତ୍ରୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସହ ବିଦ୍ୟାଳୟ chairman ଯୋଗଦେଇଥଲେ।


ଆସିଥିବା ଅତିଥିମାନେ ବିଦ୍ୟାଳୟ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରଯାଇଥିଲା ପ୍ରଥମ ସ୍ଥାନ ଅଧିକାର କରିଥିବା


ସ୍ୱୟଂ ଶକ୍ତି ପ୍ରଧାନ,ଦ୍ଵିତୀୟ ସ୍ଥାନ ଶ୍ରୀଆସୁମାନ ,ତୃତୀୟ ସ୍ଥାନ ଅଧିକାର କରିଥିବା ଲିପସାରାଣୀ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା ।



