Home ଆଞ୍ଚଳିକ ଚନ୍ଦ୍ରଗିରି ଠାରେ ବିଶ୍ଵ ସ୍ତନ୍ୟ ପାନ ଦିବସ ପାଳନ ।

ଚନ୍ଦ୍ରଗିରି ଠାରେ ବିଶ୍ଵ ସ୍ତନ୍ୟ ପାନ ଦିବସ ପାଳନ ।

59

ଗଜପତି , ୦୩/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଠାରେ ଆଜି ବିଶ୍ଵ ସ୍ତନ୍ୟପାନ ଦିବସ ପାଳନ କରୁଛନ୍ତି ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ।

ସ୍ୱାସ୍ଥ୍ୟ କର୍ମୀ ଉଷାରାଣୀ ପାଣିଗ୍ରାହୀଙ୍କ ସହାୟତାରେ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଚନ୍ଦ୍ରଗିରି ର ମୁଖ୍ୟ ବଜାର ଓ ସମସ୍ତ ବସ୍ତି ବୁଲି ବୁଲି ଗର୍ଭ ବତି ମହିଳା ଓ ମାଁ ମାନଙ୍କୁ ସଚେତନ କରାଇଥିଲେ ।

ପିଲାମାନଙ୍କ ପାଇଁ ମା କ୍ଷୀର କେତେ ଉପକାରୀ ମା କ୍ଷୀର ଖୁଆଇଲେ ପିଲା ସ୍ୱାସ୍ଥ୍ୟ ବାନ ଓ ନିରୋଗି ରହିବ ସେ ନେଇ ସମସ୍ତଙ୍କୁ ସଚେତନ କରାଇଥିଲେ ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାଣୀ ଙ୍କ ରିପୋର୍ଟ ଜିଲ୍ଲା ଖବର।