Home ଆଞ୍ଚଳିକ ବାଇକ ଦୁର୍ଘଟଣାରେ ୩ଜଣ ମୃତ୍ୟୁ ଓ ୨ଜଣ ଆହତ ।

ବାଇକ ଦୁର୍ଘଟଣାରେ ୩ଜଣ ମୃତ୍ୟୁ ଓ ୨ଜଣ ଆହତ ।

28

ଦିଗପହଣ୍ଡି (ଜିଲ୍ଲା ଖବର) : ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୋଟିନଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଦୁର୍ଘଟଣା। କୋଟିନଡ଼ା ରାସ୍ତାରେ ଥିବା କେନାଲ ବାମ୍ଫି ଭିତରେ ବାଇକରୁ ଖସି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ କର୍ମୀ ମିଶି ଉଦ୍ଧାର କରିଥିଲେ।

ରିପୋର୍ଟ ପ୍ରଫୁଲ ସାବତ