
କନ୍ଧମାଳ,୩୧/୧୨(ସୁରେଶ କୁମାର ପଣ୍ଡା) ; କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବାସୁଦେବ ପଣ୍ଡା ବୃଦ୍ଧା ବୃଦ୍ଧିଙ୍କୁ କମ୍ବଳ ବଣ୍ଟା ଯାଇଥିଲା ଏହି କାର୍ଯ୍ୟକ୍ରମ କେ. ନୂଆଗାଁ ବ୍ଲକ ଠାରେ କରାଯାଇଛି 400ଶହରୁ ଅଧିକ କମ୍ବଳ ବଣ୍ଟା ଯାଇଥିଲା ଏହି କାର୍ଯ୍ୟକ୍ରମ କେ. ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ସରପଞ୍ଚ, ସମିତି ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ଏହି ବଣ୍ଟନ କାର୍ଯ୍ୟ କରା ଯାଇଥିଲା ।




