
ବ୍ରହ୍ମପୁର , ୨୫/୦୭/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ପ୍ରେମ ନଗର ସ୍ଥିତ ରୋଟାରି କ୍ଲବ ହଲ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ସବୁ ରୋଗର ପରୀକ୍ଷା କରାଯାଇଥିଲା ।
ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ମାନଙ୍କ ସମସ୍ତ ପ୍ରକାର ରୋଗର ରକ୍ତ ପରୀକ୍ଷା କରାଯାଇଥିଲା ।

ଏହି ଶିବିରକୁ ବ୍ରହ୍ମପୁରର ମହାନଗର ନିଗମର ଡେପୁଟି ମେୟର ବିବେକ ଉଦଘାଟନ କରିଥିଲେ ।
ବିଭିନ୍ନ ପ୍ରକାର ରୋଗର ଶିଶୁ ରୋଗ ବିଶେଶଜ୍ଞ Rtn DR J.J ସ୍ୱାମୀ, ମେଡ଼ିସିନର RTN DR J. ଭଟୁଡୁ, ଦନ୍ତ RTNDR ମହେଶ ମହାପାତ୍ର, ଆଞ୍ଜେ୍ନେୟ ମହାପାତ୍ର L. K ଚେତନ


ଓ ଅନ୍ୟ ବିଭାଗର RTN DR ପ୍ରିୟଜିତ ଜେନା,RTN Sମନ୍ମଧ ରାଓ ଏ ସମସ୍ତ ଡାକ୍ତର ରୋଟାରି କ୍ଲବର ଜଣେ ଜଣେ ସଦସ୍ୟ ଓ କ୍ଲବର ଏହା ପ୍ରତେକ ମାସର ଶେଷ ରବିବାର ଦିନ ଅନୁଷ୍ଠିତ କରାଯିବ ବୋଲି ରୋଟାରି କ୍ଲବର ସଭାପତି Rtnସତ୍ୟାକାମ ପାତ୍ର କହିଛନ୍ତି ।


ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ Rtn ସାର୍ଥଜ ଓ କ୍ଲବର ବହୁ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ସେ।


