
ଖଲ୍ଲିକୋଟ , ୨୫/୦୭/୨୨ ( ଜିଲ୍ଲା ଖବର ) : ଖଲ୍ଲିକୋଟ ଠାରେ ବିଜୁ ଯୁବ ଓ ଛାତ୍ର ପକ୍ଷରୁ ଵୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଖଲ୍ଲିକୋଟ ଶ୍ରୀ ମର୍ଦରାଜ ହାଇସ୍କୁଲ ପ୍ରାଙ୍ଗଣରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।




ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ଖଲ୍ଲିକୋଟ ଏନ ଏ ସି ଅଧ୍ୟକ୍ଷ ନିରଞ୍ଜନ ବେହେରା, ବ୍ଳକ ଅଧ୍ୟକ୍ଷ ଦୈତାରୀ ବେହେରା, ବ୍ଳକ ବିଜେଡି ସଭାପତି ଗଙ୍ଗାଧର ଖୁଣ୍ଟିଆ, ନଗର ବିଜେଡି ସଭାପତି ନରେନ୍ଦ୍ର ପାତ୍ର, ଏନ ଏ ସି ଉପାଧ୍ୟକ୍ଷା ଲିଲି ସାହୁ, ପୂର୍ବତନ ଏନ ଏ ସି ଉପାଧ୍ୟକ୍ଷ ଚିତରଞ୍ଜନ ମାଝୀ,




ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ,ପୂର୍ବତନ ଅଧ୍ୟକ୍ଷା ସସ୍ମିତା ବେହେରା, ବ୍ଳକ ଯୁବ ବିଜେଡି ସଭାପତି ଦୟାନିଧି ସାହୁ


ଓ ଛାତ୍ର ବିଜେଡିର କର୍ମକର୍ତ୍ତା ସମେତ କାଉନସିଲର ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।


