
ବୁଗୁଡ଼ା , ୨୪/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ମଦନମୋହନ ପାଣି ଛକ ନିକଟବର୍ତ୍ତୀ ମୂଖ୍ୟ ସଡକରେ ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ମାର୍କେଟ୍ କମ୍ପ୍ଲେକ୍ସର ଦକ୍ଷିଣ ପାର୍ଶ୍ଵର



ଗତ ଚାରି ମାସ ପୂର୍ବରୁ ଉଦଘାଟନ କରି ପୂର୍ବରୁ ଜବରଦଖଲରେ ରଖିଥିବା ବ୍ୟବସାୟୀ ମାନଙ୍କୁ ଦେଇଥିବା ବେଳେ ବର୍ତ୍ତମାନ ଉତ୍ତର ପାର୍ଶ୍ବରେ ମଧ୍ଯ ଜବରଦଖଲକାରୀଙ୍କୁ କହି ଆଶ୍ବସନା ଦେଇ ଉଚ୍ଛେଦ କରି



ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୋଠରୀ ପ୍ରସ୍ତୁତ ହୋଇସାରିଲାଣି କିନ୍ତୁ କେଉଁଦିନ ତାହା ରିବୁନ୍ କଟାହେବ ଏବଂ ତାହା ସେହି ଜବରଦଖଲକାରୀ ହଟିବା ବାବୁଙ୍କୁ ହସ୍ତାନ୍ତର ହେଉଛି ତାହା ଦେଖିବାକୁ ବାକି ରହିଲା ।


ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।


