
ବ୍ରହ୍ମପୁର, ୩୦।୧୨(ଏସ.ଡି.ପି.ଆର.ଓ) : ଆଜ ତା-୩୧।୧୨ରିଖରେ ମହୁଡା ଠାରେ ଦକ୍ଷତା ବିକାଶ ଉନ୍ନୟନ ଏବଂ ବୈଦେଶିକ ଶିକ୍ଷା ତଥା ସୂଚନା ପ୍ରଚାର ବିଭାଗ ସେକ୍ରେଟେରି ସଞ୍ଜୟ କୁମାର ସିଂ ଗ୍ରମବିକାଶ ପରିସରରେ ୪୫୦ଜଗୃତି ଯାତ୍ରାର ଶୁଭ ଉଦ୍ଘାଟନ କରିବେ । ଦିନ ୧୦ଟା୩୦ମିନଟରେ ପ୍ରିଣ୍ଟିଂଗ ଏବଂ ଇଲେକ୍ଟ୍ରୋନିକ ମିଡ଼ିଆ ଏବଂ ୱେବ ମିଡିଆ ପ୍ରତିନିଧି ମାନେ ଯୋଗ ଦେବା ପାଇଁ ଏସଡିପିଆରଓ ବିଭାଗ ତରଫରୁ ଏକ ପ୍ରେସ ବିଜ୍ଞପ୍ତିରେ ଅନୁରୋଧ କରାଯାଇଛି ।



