
ଆସିକା , ୨୩/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ଥାନା ଧନିଯା ଗାଁ ରେ ଦେଖାଦେଇଛି ଏକ ଅଭାବ ନିୟ ଘଟଣା l ଜୟିନୀକ ନାବାଳିକା ଝିଅ ଘରେ ଏକାକୀ ଥିବାର ସୁଯୋଗ ନେଇ କଳା ମୁଖା ପିନ୍ଧିଥିବା ଅଜଣା ଦୁର୍ବୁତ୍ତ ବ୍ଲେଟ ରେ ନାବାଳିକା ବେକ କଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି l



ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକେ ନାବାଳିକା କୁ ଆସିକା ମେଡ଼ିକାଲରେ ଭର୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ନାବାଳିକା କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି l


ଘଟଣାର ପ୍ରକୃତ କାରଣ ଅସ୍ୱଷ୍ଟ ରହିଥିବା ବେଳେ ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପଂହଁଚି ତଦନ୍ତ ଜାରି ରହିଛି l



