
ହିଞ୍ଜିଳି କାଟୁ , ୨୨/୦୭/୨୨ ( ଜିଲ୍ଲା ଖବର ) : ଆଜି ଅପରାହ୍ନ ୨.୪୫ P.M.ରେ ଗଂଜାମ ଜିଲ୍ଲା ହିଞ୍ଜିଳି କାଟୁ ତହସିଲଦାର ଅଫିସରେ ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ଏନ ଜଗଦୀଶ ରାଓ ଭିଜଲାନ୍ସ ହାତରେ ଗିରଫ।
ଲାଞ୍ଚ ନବା ମହଙ୍ଗା ପଡିଲା କିରାଣୀ ବାବୁଙ୍କୁ।ଜଣେ ଅବସରପ୍ରାପ୍ତ ପାରାମିଲିଟାରୀ ବ୍ୟକ୍ତିରୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିବା ଏବଂ ଗ୍ରହଣ କରିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି।

ଏକ କାଳୀନ କାର୍ଯ୍ୟାଳୟ ସହ ବାସ ଭବନ ରେ ବି ଚାଲିଛି ଚଢ଼ାଉ।



