
ହିଞ୍ଜିଳି କାଟୁ , ୨୨/୦୭/୨୨ ( ଜିଲ୍ଲା ଖବର ) : ହିଞ୍ଜିଳିକାଟୁ ସହର ସ୍ଥିତ ରେଗିଡ଼ି ସ୍କୁଲ ନିକଟରେ ଥିବା ଜୈନିକ ବ୍ୟକ୍ତି ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।
ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।


ଘରର ଅନେକ ଆସବା ପତ୍ର ନଷ୍ଟ ହୋଇଥିବା ଖବର ମିଳିଛି ।
ହିଞ୍ଜିଳିକାଟୁ ରୁ ରଜନୀକାନ୍ତ ପାତ୍ରଙ୍କ ରିପୋର୍ଟ ଜିଲ୍ଲା ଖବର ।


