Home ଅପରାଧ ମହିଳା ମୃତ ଦେହ ଠାବ କାରଣ ଅସ୍ପଷ୍ଟ ।

ମହିଳା ମୃତ ଦେହ ଠାବ କାରଣ ଅସ୍ପଷ୍ଟ ।

72

ହିଞ୍ଜିଳିକାଟୁ , ୧୯/୦୭/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ବ୍ଲକ ଚାନ୍ଦୁଲି ପଞ୍ଚାୟତ ଖଣ୍ଡରା ଗ୍ରାମ

ନାଳହୁଡାରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ଜଣକଙ୍କ ହେଲେ ମନାଶ ନାୟକ(୬୫)।ବୃଦ୍ଧା ଙ୍କ ଶ୍ୱଶୁର ଘର ଗଂଜାମ ଜିଲ୍ଲା ନଡ଼ାଝୁଆଳି।

ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କ ଗହଳି ଲାଗିଛି ।