Home ଆଞ୍ଚଳିକ ବିଜେଡି ଦଳର କର୍ମି ସମ୍ମିଳନୀ କାର୍ଯ୍ୟକ୍ରମ ।

ବିଜେଡି ଦଳର କର୍ମି ସମ୍ମିଳନୀ କାର୍ଯ୍ୟକ୍ରମ ।

29

ଦିଗପହଣ୍ଡି (ଜିଲ୍ଲା ଖବର ) : ଆଜି ଦିଗପହଣ୍ଡିବ୍ଲକ ଝର ଗ୍ରାମର ବାହୁଦା ଜଳସେଚନ ବଙ୍ଗଳା ଠାରେ ଏକ ବିଜେଡିଦଳର କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମିଳନିରେ ଜକର ସରୋପଞ୍ଚ ଚୈତନ୍ୟ ପ୍ରଧାନ ନେତୃତ୍ୱରେ ମୁରଲି ପ୍ରଧାନଙ୍କସଭାପତିତ୍ୱରେ ଆୟୋଯନ ହୋଇଥିଲା ଏହି ସମିଳନି।
ସମିଳନିରେ ବ୍ଳକଅଧକ୍ଷ ବିପିନ ପ୍ରଧାନ ହରିବନ୍ଧୁରେଡି ତ୍ରିନାଥପ୍ରଧାନ ସୁବ୍ରତଅଧିକାରି ପ୍ରଫୁଲପ୍ରଧାନ ମଣ୍ଟୁପଣ୍ଡା ସନ୍ତୋସ ଆଚାରି ପ୍ରମୁଖ ଉପସ୍ତିତ ଥିଲେ।
ଏହି ସମିଳନିର ମୁଳ ଲକ୍ଷଥିଲା କିଭଳି ନିର୍ବିଘ୍ନ ଭାବରେ ନିଯେ ଦାୟିତ୍ୱରେ ଥିବା କାର୍ଯ୍ୟ ସମାପନ କରିବ । ନିଜ ଦଳଭିତରେ ଭାଇଚାରାର ବିଜବୁଣି ସ୍ୱାବଲମ୍ବନଶିଳ ହେବ
ସାମୁହିକ କର୍ମରେ ଦ୍ୱନ୍ଦନରଖି କାର୍ଯ୍ୟ ହାସଲକରିବା ଏପରି ଅନେକ କଥା ହରିବନ୍ଧୁରେଡି
ବୁଝାଇଥିଲେ। ଦଳିୟ କର୍ମିମାନଙ୍କ ହାତମୁଠାକୁ ସୁଦୃଢ ଗଢିହେବ ଏବଂ ଉନ୍ନତିମୁଳକ କାର୍ଯ୍ୟରେ ନିଜକୁ ସଠିକ ନିୟୋଜିତ କରିବା ଏବଁ ଲୋକଙ୍କ ଶୁଖରେ ଦୁଖରେ ସହାୟର ହାତବଢାଇବା ଭଳି କାର୍ଜ୍ୟପାଇଁ ସଂଘର ବରିଷ୍ଟ କର୍ମି ମାନଙ୍କ ଅଭିମତ ରଖାଯାଇଥିଲା। ସ୍ଥାନିୟ ଚନ୍ଦ୍ରପ୍ରଧାନ ଅତିଥି ରୁପେ ମଞ୍ଚାସିନ ଥିବାବେଳେ ଅନେକ ଦଳିୟକର୍ମି ଉପସ୍ଥିତ ଥିଲେ।

ରିପୋର୍ଟ: ପ୍ରଫୁଲ୍ଲ ସାବତ