Thursday, November 12, 2026
Home ଆଞ୍ଚଳିକ ନିର୍ବାଚନ ରେ ନିର୍ବାଚିତ ହେଲେ ବିମଳ କୃଷ୍ଣ ଦାସ ।

ନିର୍ବାଚନ ରେ ନିର୍ବାଚିତ ହେଲେ ବିମଳ କୃଷ୍ଣ ଦାସ ।

46

ହିଞ୍ଜିଳିକାଟୁ , ୧୩/୦୭/୨୨ ( ଜିଲ୍ଲା ଖବର ) : ଚଳିତ ସମବାୟ ସମିତି ନିର୍ବାଚନ ରେ ହିଞ୍ଜିଳି ବ୍ଲକ ଚନ୍ଦୁଲି ପଂଚାୟତ ଖଣ୍ଡରା ଗ୍ରାମର ପ୍ରଥମିକ କୃଷି ସମବାୟ ସମିତି ରଂ ସଭାପତି ନିର୍ବାଚନ ରେ ବିମଳ କୃଷ୍ଣ ଦାସ ବିଜୟୀ ହୋଇ ଦ୍ଵିତୀୟ ଥର ପାଇଁ ସଭାପତି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ବାଚନ ମଣ୍ଡଳୀ ଅଧୀନ ହିଞ୍ଜିଳି କାଟୁ ଖଣ୍ଡରା ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦବୀ ନିମନ୍ତେ ଆଜି ନାମଙ୍କନ ଦାଖଲ କରଯାଇଥିଲା ସଭାପତି ପଦବୀରେ ବିମଳ କୃଷ୍ଣ ଦାସ ପ୍ରତିପକ୍ଷ ଗୋଷ୍ଠୀ ର କୋଣସି ଲୋକଙ୍କ ନାମଙ୍କନ ପାଇଁ ଆସିନଥିଲେ ଏହା ପରେ ଵିମଳ କୃଷ୍ଣ ଦାସ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ପାତ୍ର ଙ୍କ ନିକଟରେ ନିଜର ନାମଙ୍କନ ଦାଖଲ କରିଥିଲେ ନିର୍ବାଚିତ ୧୪ ଜଣ ନିର୍ଦେଶକ ଙ୍କ ମଧ୍ୟରୁ ବିମଳ କୃଷ୍ଣ ଦାସ ସପକ୍ଷ ସମସ୍ତ ନିର୍ଦେଶକ ରାଜି ଥିଲେ