Saturday, November 14, 2026
Home ଆଞ୍ଚଳିକ କବିସୂର୍ଯ୍ୟନଗର ବ୍ଲକ ଗ୍ରସ୍ତରେ ନବନିଯୁକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ।

କବିସୂର୍ଯ୍ୟନଗର ବ୍ଲକ ଗ୍ରସ୍ତରେ ନବନିଯୁକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ।

60

କବିସୂର୍ଯ୍ୟନଗର , ୧୨/୦୭/୨୨ ( ଜିଲ୍ଲା ଖବର ) : ଆଜି ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଗ୍ରସ୍ତ ରେ ଜିଲ୍ଲାପାଳ ଦିବ୍ୟଯୋତି ପରିଡା ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ l

ଗ୍ରସ୍ତ ବେଳେ ବ୍ଲକ କାର୍ଯ୍ୟାଳୟ ର ସଭାଗୃହ ଠାରେ ସମସ୍ତ ବିଭାଗ ର ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ଙ୍କ ସହ ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରିଥିଲେ ଜିଲ୍ଲାପାଳ l

ଏବଂ ଅଟକି ରହିଥିବା ଅନ୍ନୟନ ମୂଳକ କାର୍ଯ୍ୟ କିଭଳି ଯଥାଶୀଘ୍ର ସମାପ୍ତି ହେବ ସେନେଇ ଆଲୋଚନା କରାଯଇଥିଲା l

ନବନିଯୁକ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ ଏଥିଲା ପ୍ରଥମ କବିସୂର୍ଯ୍ୟନଗର ବ୍ଲକ ଗ୍ରସ୍ତ l