Thursday, November 12, 2026
Home ଆଞ୍ଚଳିକ ଜଗମୋହନ ସମବାୟ ସମିତି ନିର୍ବାଚନ,, ସମସ୍ତ ପଦବୀ ଅପ୍ରତିଦ୍ବନ୍ଦି

ଜଗମୋହନ ସମବାୟ ସମିତି ନିର୍ବାଚନ,, ସମସ୍ତ ପଦବୀ ଅପ୍ରତିଦ୍ବନ୍ଦି

91

ଧରାକୋଟ,୧୧/୭(ଜିଲ୍ଲା ଖବର) : ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଅଧିନସ୍ଥ ଧରାକୋଟ ବ୍ଲକ ର ଜଗମୋହନ ସେବା ସମବାୟ ସମିତି ର ନିର୍ବାଚନ ରେ ସମସ୍ତ ପଦବି ର ପାର୍ଥି ବିନା ପ୍ରତିଦ୍ୟନ୍ଦିତା ରେ ନିର୍ବାଚିତ ଘୋଷିତ ହୋଇଛନ୍ତି. ନିର୍ବାଚନ ଅଧିକାରୀ ଶ୍ରୀ ଶଙ୍କର ପ୍ରସାଦ ପଟ୍ଟନାୟକ ଙ୍କ ନିକଟରେ ନିର୍ଧାରିତ ସମୟ ସୀମା ମଧ୍ୟରେ ସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାଥୀ ଭାବେ ରାଜେନ୍ଦ୍ର ରାଉତ, ଉପସଭାପତି ପଦବୀ ପାଇଁ ଜଣେ ମାତ୍ର ପ୍ରାଥୀ ଭାବେ ସନାତନ ପଣ୍ଡା ନାମାଙ୍କନ ପତ୍ର ଦାଖଲ ପରେ ବିନା ପ୍ରତିଦ୍ଵନ୍ଦିତାରେ ନିର୍ବାଚିତ ଘୋଷିତ ହୋଇଛନ୍ତି,, ସେହିପରି ନିର୍ଧେଶକ ପଦବି ପାଇଁ .ରାମ ଚନ୍ଦ୍ର ପରିଡା .ଝୁନୁ ସେଠି ,.କବିରାଜ ମୁନି, ମଞ୍ଜୁଳା ସେଠି,ରବୀନ୍ଦ୍ର ସାହୁ, ସନ୍ତୋଷ ପରିଡା,ଝୁନୁ ସାହୁ, ହର୍ଷ ରାଉତ,ଉର୍ମିଳା ବେହେରା, ସଂଜୁ ପରିଡା,ରୁନୁ ବେହେରା ।