Saturday, November 14, 2026
Home ଆଞ୍ଚଳିକ କୃଷି ସମବାୟ ସମିତି ର ସଭାପତି ନିର୍ବାଚନରେ କୃଷ୍ଣ ଚନ୍ଦ୍ର ପଣ୍ଡା ବିଜୟୀ

କୃଷି ସମବାୟ ସମିତି ର ସଭାପତି ନିର୍ବାଚନରେ କୃଷ୍ଣ ଚନ୍ଦ୍ର ପଣ୍ଡା ବିଜୟୀ

147

ହିଞ୍ଜିଳି କାଟୁ,୧୧/୭(ଜିଲ୍ଲା ଖବର) : ଚଳିତ ସମବାୟ ସମିତି ନିର୍ବାଚନ ରେ ହିଞ୍ଜିଳି ବ୍ଲକ କଞ୍ଚୁରୁ ପ୍ରଥମିକ କୃଷି ସମବାୟ ସମିତି ରଂ ସଭାପତି ନିର୍ବାଚନ ରେ କୃଷ୍ଣ ଚଦ୍ର ପଣ୍ଡା ବିଜୟୀ ହୋଇ ଦ୍ୱତୀୟ ଥର ପାଇଁ ସଭାପତି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ବାଚନ ମଣ୍ଡଳୀ ଅଧୀନ ହିଞ୍ଜିଳି କାଟୁ କଂଛୁରୀ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦବୀ ନିମନ୍ତେ ରବିବାର ଦିନ ନାମଙ୍କନ ଦାଖଲ କରଯାଇଥିଲା ସଭାପତି ପଦବୀରେ କୃଷ୍ଣ ଚନ୍ଦ୍ର ପଣ୍ଡା ଓ ପ୍ରତିପକ୍ଷ ଗୋଷ୍ଠୀ ର ରାଜନ୍ଦ୍ର ସାହୁ ନିର୍ବାଚନ ଅଧିକାରୀ ପ୍ରାତପ କୁମାର ସାହୁ ଙ୍କ ନିକଟରେ ନିଜର ନାମଙ୍କନ ଦାଖଲ କରିଥିଲେ ନିର୍ବାଚିତ 14ଜଣ ନିର୍ଦେଶ ଙ୍କ ମଧ୍ୟରୁ କୃଷ୍ଣ ଚନ୍ଦ୍ର ପଣ୍ଡା ସପକ୍ଷ 8ଜଣ ନିର୍ଦେଶକ ମତଦାନ କରିଥିବା ବେଳେ ପ୍ରତିପକ୍ଷ ରାଜେନ୍ଦ୍ର ଙ୍କୁ 5ଜଣ ଭୋଟ ଦେଇଥିଲେ ଓ ଗୋଟିଏ ଭୋଟ ନାକଚ ହୋଇ ଥିଲା ଫଳରେ କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରତିପକ୍ଷ ରାଜନ୍ଦ୍ର ସାହୁ ଠାରୁ 3ଖଣ୍ଡ ଭୋଟ ପାଇଥିଲି ନିର୍ବାଚନ ଅଧିକାରୀ ପ୍ରତାପ କୁମାର ସାହୁ ବିଜୟୀ ଘୋଷଣା କରିଥିଲେ କୃଷ୍ଣ ଚନ୍ଦ୍ର ପଣ୍ଡା ବ୍ଲକ ଅଧକ୍ଷା ସରସ୍ବତୀ ସେଠି ସମ୍ବଦ୍ଧନ କରିଥିଲେ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନୟକଓ ସ୍ଥାନୀୟ ଆଇ ଆଇ ସି ଅଭିମନ୍ୟୁ ଦାସ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।