
ରାୟଗଡା , ୦୯/୦୭/୨୨ (ଜିଲ୍ଲା ଖବର) : ବାହୁଡା ଯାତ୍ରା ଉପଲକ୍ଷେ ସାଇପ୍ରିୟା ୱାର୍କସ କ୍ଲବ ଥରଫରୁ ସଭାପତି ଶ୍ରୀ ସୁବାସ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୬୦୦୦ ଲୋକ ପାଇଁ ପୁଲିହାରି ଓ

ଦିନ ୩ ଟା ରୁ ରଥ ଟଣା ଆରମ୍ଭ ହୋଇଥିଲା ପାଗ ଭଲ ଥିବାରୁ ଭକ୍ତ ବହୁ ମାତ୍ରାରେ ଯୋଗ ଦେଇଥିଲେ । ସନ୍ଧ୍ୟା ୬ଟା ସୁଧା ବଡ଼ ଦେଉଳ ସମ୍ମୁଖରେ ପହଁଚି ଯାଇଥିଲା । ରଥ ପହଁଚି ବା ପରେ ପରେ ବାଦଲ ଫଟୋ ବର୍ଷା ଏକ ଘଂଟାଏ କାଳ ବର୍ଷା ହୋଇଥିବାରୁ ଭକ୍ତ ଗଣ ବହୁ ଅସୁବିଧା ହୋଇଥିବା ଦେଖିବାକୁ ମିଳିଥିଲା ।


ସାଇପ୍ରିୟା ୱାର୍କସ କ୍ଲବ ସଭାପତି ଶ୍ରୀ ସୁବାସ ବେହେରା ଓ ତାଙ୍କ ସହଯୋଗୀ ସନ୍ୟାସୀ ପାଣିଗ୍ରାହୀ, ସଞ୍ଜୟ ସୁନାମୁଦି,ସୁରେଶ କୁମାର,ଟି,ଏନ,ରାଓ,ଏସ,ଆପଲ ରାଜୁ,କେ,କେ,ରାଓ,ଏଲ,ଚନ୍ଦ୍ରମୁଉଲି,ଦେବେନ୍ଦ୍ର ପଣ୍ଡା,ଜନାର୍ଦ୍ଦନ ପଟନାୟକ, ସିବରାମ ଦଶ,ସରଜ ପାତ୍ର,ବିପ୍ରଚରଣ ବର୍ମା,


ଆର,ନାୟକ,ସୁରେଶ ପାଟନାମୁ,ସତ୍ୟନାରାୟଣ, ସାଟି ବାବୁ,ଅଭିମନ୍ୟୁ ନାୟକ, ସତ୍ୟବାଦୀ ପତି,ଏଲ,ଚନ୍ଦ୍ର ସବୁ ସହଯୋଗ କରି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ସୁଚାରୁରୂପେ ଶେଷ କରିଥିଲା । ଭକ୍ତ ବୃନ୍ଦଏହି ଦର ଦାମରେ ସାଇ ପ୍ରିୟା ୱାର୍କସ କ୍ଲବ କୁ ପ୍ରସାଦ ବଣ୍ଟନ କୁ ଅନେକ ଅନେକ ପ୍ରସଂସା କରିଥିଲେ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


