Wednesday, November 11, 2026
Home ଆଞ୍ଚଳିକ କେନ୍ଦ୍ର ମନ୍ତ୍ରୀ ଙ୍କୁ ଅସମ୍ମାନ କରାଯାଇଥିବା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ ଭିଡ଼ିଓ ଭାଇରଲ।

କେନ୍ଦ୍ର ମନ୍ତ୍ରୀ ଙ୍କୁ ଅସମ୍ମାନ କରାଯାଇଥିବା ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ ଭିଡ଼ିଓ ଭାଇରଲ।

28

ହିଞ୍ଜିଳି କାଟୁ , ୦୬/୦୭/୨୨ ( ଜିଲ୍ଲା ଖବର ) : ତିନି ଦିନିଅ। ଗଂଜାମ ଗ୍ରସ୍ତରେ ଅ।ସିଥିବା କେନ୍ଦ୍ର ରେଳ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଶ ଆଜି ହିଞ୍ଜିଳି ରେ ପହଞ୍ଚିଥିଲେ ।

ସେଠାରେ ସେ ପ୍ରଥମେ ପୂର୍ତ୍ତ ବିଭାଗ ଡାକ ବଗଂଳା ରେ ପହଞ୍ଚିଥିଲେ । କିନ୍ତୁ ପୂର୍ତ୍ତ ବିଭାଗ ଡାକ ବଗଂଳା ର ଏସି ବିଦ୍ୟୁତ ତାର ବିଛିନ୍ନ କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଅସମ୍ମାନ କରାଯାଇଥିବା

ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି । ଯାହାର ଭିଡିଓ ଭାଇରାଲ ହେଉଛି ସୋସିଆଲ ମିଡିଆ ରେ ।