
ଭଞ୍ଜନଗର , ୦୫/୦୭/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ତାଲୁକା ଲିଗାଲ ସର୍ଭିସ କମିଟି ତରଫରୁ ବନ ମହୋତ୍ସବ ପାଳନ ସ୍ଥାନୀୟ ସରକାରୀ ଅଭ୍ୟାସ ମୌଳିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସର ରେ ବହୁ ପରିମାଣରେ ବୃକ୍ଷ ରୋପଣ କରାଯାଇଥିଲା।



ଭଞ୍ଜନଗର sdjm ମନସ୍ୱିନୀ ରଥ,jnfc ପ୍ରଜ୍ଞା ରାଉତ, beo s ଧନଞ୍ଜୟ,abo ହୃଷିକେଶ ସାହୁ,srcc ନାରାୟଣ ମହାପାତ୍ର,ପ୍ରଧାନ ଶିକ୍ଷକ ରିତା ରାଣୀ ମହାପାତ୍ର ,ଜଗବନ୍ଧୁ ଜେନା,ଅନୁପମ ବାନାର୍ଜୀ ଏବଂ ସହର ର ବହୁ ଗଣ୍ୟମାନ୍ୟ ଵ୍ୟକ୍ତି ଉପସ୍ଥିତ ଥିଲେ।



ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।


