
ରାୟଗଡ଼ା , ୦୫/୦୭/୨୨ (ଜିଲ୍ଲା ଖବର) : ରାୟଗଡ଼ା ସହର ସ୍ଥିତ ଇନ୍ଦ୍ରାନଗର ତୃତୀୟ ଗଳିରେ ଜଣଙ୍କ ରୋଷେଇ ଘରୁ ଏକ ବିରଳ ଧଳା ପେଚା ଉଦ୍ଧାର ହୋଇଛି। ଏହି ପେଚା କୁ ଦେଖିବା ପାଇଁ ଗହଳି ହୋଇଥିବା ବେଳେ ଏହି ପେଚାଟି କେମିତି ଆସିଲା ତାହା ଜଣାପଡିନଥିବା ନାହିଁ, ଏହି ପେଚା କୁ ଏକ ପଞ୍ଜୁରୀରେ ରଖି ସ୍ୱେଚ୍ଛାସେବୀ ପ୍ରଦୀପ ସେନାପତି ତାକୁ ବାହାରେ ଛାଡି ଦେଇଛନ୍ତି ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।


