Wednesday, November 11, 2026
Home ଆଞ୍ଚଳିକ ଓଡିଶା ଡ୍ରାଇଭର ମହାସଙ୍ଘ ବୌଠକ ଅନୁଷ୍ଠିତ ।

ଓଡିଶା ଡ୍ରାଇଭର ମହାସଙ୍ଘ ବୌଠକ ଅନୁଷ୍ଠିତ ।

14

ସାନଖେମୁଣ୍ଡି , ୦୫/୦୭/୨୨ ( ଜିଲ୍ଲା ଖବର ) : ଓଡିଶା ଡ୍ରାଇଭର ମହାସଂଘ ପଞ୍ଚୁ ପାଣ୍ଡବ ଜିଲ୍ଲା ସଭାପତି ସୁମନ ଆଲଟିଆଙ୍କ ନିର୍ଦ୍ଦେଶ ଅନୁସାରେ , ପାଟପୁର ବ୍ଲକ୍ ଅନ୍ତର୍ଗତ ରାଧାଦେଇ ପୂର୍ ଗ୍ରାମ , କାଳୀ ମନ୍ଦିର ପୀଠ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥୁଲା , ଜିଲ୍ଲା କମିଟି ପକ୍ଷରୁ ସମ୍ପାଦକ ବବଲୁ ବିଶ୍ବାଳ , ସହ ସମ୍ପାଦକ ସୁରେଶ ସିଂହ ଓ ଉପଦେଷ୍ଟା ସୁରେନ୍ଦ୍ର କୁମାର ବଣଙ୍କ ନେତୃତ୍ୱ ରେ ବ୍ଲକ୍ ସଭାପତି ମଧୁସୂଦନ ନାୟକ , ଉପ ସଭାପତି ବିଜୟ କୁମାର ମାଦଳା , ସମ୍ପାଦକ ମିହିର ସୁଆଁସିଆ ସହ ସମ୍ପାଦକ ପରମାନନ୍ଦ ପାଣିଗ୍ରାହି ଓ କୋଷାଧ୍ୟକ୍ଷ ସୁଶାନ୍ତ ବେହେରାଙ୍କୁ ଆସ୍କା ବ୍ଲକ୍ କମିଟି ପିଣ୍ଡୁ ସେଠୀ , ପବିତ୍ର ଗୌଡ , ଶେରଗଡ଼ ବ୍ଲକ୍ କମିଟି ପ୍ରଫୁଲ୍ଲ କୁମାର ଗୌଡ଼ , କୃଷ୍ନ ଚନ୍ଦ୍ର ପାଢି ଏବଂ ପାଟପୁର ଶାଖାର ସମସ୍ତ ସଦସ୍ୟବୃନ୍ଦଙ୍କ ସମ୍ପ୍ରତି ରେ ବ୍ଲକ୍ କମିଟି ଦାୟିତ୍ବ ପ୍ରଦାନ କରାଗଲା ।