Home ଆଞ୍ଚଳିକ ବୋରିଗାଁ ମୋ ଗାଁ ତହସିଲ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳଙ୍କ ତିନୋଟି ପଟା ବଣ୍ଟନ

ବୋରିଗାଁ ମୋ ଗାଁ ତହସିଲ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳଙ୍କ ତିନୋଟି ପଟା ବଣ୍ଟନ

51
ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତlତ୍ରୟ ଭାଉସାହେବ

କୁକୁଡାଖଣ୍ଡି, ୨୭।୧୨(ରଞ୍ଜନ ) ; ବୋରିଗାଁ ମୋ ଗାଁ ତହସିଲ କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳଙ୍କ ତିନୋଟି ପଟା ବଣ୍ଟନ l କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିଷରରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମର ଆୟୋଜକ ସରପଞ୍ଚ ବସନ୍ତ ସାହୁଙ୍କ ତତ୍ତ୍ୱlବଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତlତ୍ରୟ ଭାଉସାହେବ ଉପସ୍ଥିତ ରହି ମାତ୍ର ୩ଟି ପଟା ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଏଥିରେ ସମସ୍ତ ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ସହଯୋଗରେ ପଟା ଦାଖଲ ନିମନ୍ତେ 6ଟି ହୋଇଥିବାବେଳେ ଗ୍ରାମ କଣ୍ଟ ନିମନ୍ତେ ୩ଟି ରହିଥିଲା l ଏବଂ ୧୨ଟି କେସର ତହସିଲଦାର ଗୋଦାଧର ପାତ୍ର ଶୁଣାଣି କରିଥିଲେ l ଏଥିରେ ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ ଅନୁପସ୍ଥିତ ଥିଲେ କାରଣ କୌଣସି ଅଫିସିଆଲ କାର୍ଯ୍ୟକ୍ରମରେ ସେ ଭୁବନେଶ୍ୱର ଯାଇଥିଲେ l ଏଥିରେ ବହୁତ ଚାଷୀ ପଟା ନିମନ୍ତେ ଆବେଦନ କରିଥଲେ କିନ୍ତୁ ତାଙ୍କର ପଟା କାର୍ଯ୍ୟ ସ୍ଥଗିତ ଥିବା ତହସିଲ କର୍ମଚାରୀ ଏବଂ ତହସିଲଦାରଙ୍କୁ ଜଣାଇ ଥିଲେ l