
କନ୍ଧମାଳ,୨୭।୧୨(ସୁରେଶ ପଣ୍ଡା ); ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳର ସାତୋଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ଜିଲ୍ଲାର ବାଲିଗୁଡ଼ା ଆଚାର୍ଯ୍ୟ କଲୋନୀରେ ଥିବା ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ପଣସ ପଡ଼ି, ଗୁଲିମରା, ନୂଆସହି, ଇଲେକ୍ଟ୍ରିସାହି, ସାରଙ୍ଗଗଡ଼ ସମେତ ବହୁ ଜାଗାରେ ଚଢ଼ାଉ କରିଛି ଓଡ଼ିଶାର ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଳାହାଣ୍ଡି, ଜିଲ୍ଲା ମାନଙ୍କରେ ସମ୍ପତ୍ତି ଥିବା ତଥ୍ୟ ହାସଲ କରିଛି ଭିଜିଲାନ୍ସ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସରକାରୀ ଜମି ମାନଙ୍କ ବେଆଇନ ଭାବରେ ଅଟାଳିକ ନିର୍ମାଣ କରିଥିବା ତଥ୍ୟ ହାସଲ କରିଛି ଭିଜିଲାନ୍ସ ଫରେଷ୍ଟର ଶ୍ରୀ ସାହୁ ସାଧାରଣ ଜଣେ ଫରେଷ୍ଟର ହୋଇ କୋଟି କୋଟି ଟଙ୍କାର ଅଟାଳିକାର ମାଲିକ ହୋଇଥିବା ନେଇ ଭିଜିଲାନ୍ସ ଠାରେ ଅଭିଯୋଗ ହୋଇଥିଲା ଶ୍ରୀ ସାହୁ ତୁମୁଡ଼ିବନ୍ଧ ଓ କେ.ନୂଆଗାଁଫରେଷ୍ଟର ରେଞ୍ଜରେ ରହିଥିବା ସମୟରେ ବହୁ ଘୋଟଲା କରିଥିବା ଅଭିଯୋଗ ହୋଇଥିଲା ଫୁଲବାଣୀ ଡ଼ିଏସପି ରବୀନ୍ଦ୍ର ସୁନାଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ ଆଜି ଚଢ଼ାଉ କରିଥିଲେ ।



