Thursday, November 12, 2026
Home ଆଞ୍ଚଳିକ ୧୦ ଲକ୍ଷରୁ ଉର୍ଦ୍ଧ ମାଗଣା ଚାରା ବଣ୍ଟନ ବ୍ୟବସ୍ଥା ।

୧୦ ଲକ୍ଷରୁ ଉର୍ଦ୍ଧ ମାଗଣା ଚାରା ବଣ୍ଟନ ବ୍ୟବସ୍ଥା ।

84

ଆସିକା , ୦୨/୦୭/୨୨ ( ଜିଲ୍ଲା ଖବର ) : ଉଜୁଡା ଜଙ୍ଗଲ କୁ ସଜାଡ଼ିବା ଲକ୍ଷ ରେ ଆସିକା ବନାଞ୍ଚଳ ପକ୍ଷରୁ ୧୦ ଲକ୍ଷ ରୁ ଉର୍ଦ୍ଧ ଔଷଧି ମାଗଣା ଚାରା ବଣ୍ଟନ ବ୍ୟବସ୍ଥାକରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଙ୍କ ସଂଯୋଜନା ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ତହସିଲଦାର, ବିଡିଓ ଙ୍କ ସମେତ ବନବିଭାଗର ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ l

ଏହି ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଶେରଗଡ଼ ସେକ୍ସନ କେ. ନୂଆଗାଁ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ର ଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ବେଛାସେବୀ ଅନୁଷ୍ଠାନ ଓ ବନ୍ୟ ପ୍ରେମୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ l