
ଭଞ୍ଜନଗର , ୦୧/୦୭/୨୨ ( ଜିଲ୍ଲା ଖବର ) : ସାହାରା ଜମାକାରୀ ମଞ୍ଚର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜମାକାରୀ ମଞ୍ଚର ରାଜ୍ୟ ସଭାପତି ବିଜୟ କୁମାର ପାଢୀ,
ରାଜ୍ୟ ସମ୍ପାଦକ ସଂଜୀବ ପଣ୍ଡା ,ଭଞ୍ଜନଗର ସଭାପତି ଅନିଲ କୁମାର ରାଓ,ଭଞ୍ଜ କିଶୋର ପ୍ରଧାନ,ସନଜ, ଡି’ସ୍ବାଇଁ, କେଦାର ଜେନା,ପ୍ରମୁଖ ଯୋଗଦେଇଥିଲେ।


ଜମାକାରୀ ମାନଙ୍କ ପଇସା ଫେରାଇବା ସହ ସାହାରା ମୂଖ୍ୟ ଙ୍କ ଗିରଫଦାରୀ ଦାବୀ ରହିଥିଲା।


ପଇସା ନ ମିଳିବାଯାଏ ଆନ୍ଦୋଳନ ଜାରୀ ରହିବ ଓ ଆବଶ୍ୟକ ପଡିଲେ ଉଚ୍ଚତମ ନ୍ୟାୟଳୟର ଆଶ୍ରୟ ନେବା ବୋଲି ନିଷ୍ପତ୍ତି ହୋଉଥିଲା।

ଏଥିରେ ବିଭିନ୍ନ ଅଂଚଳରୁ ବହୁ ଜମାକାରୀ ଯୋଗଦେଇଥିଲେ।



