
ଭଞ୍ଜନଗର , ୦୧/୦୭/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବିଜ୍ଞାପିତ ଅଂଚଳରେ ମାନ୍ୟବର ବିଧାନସଭା
ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଯାଇଛି।


ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଦ୍ୟାଳୟ ର ନୂତନ କୋଠା, ହତିବନ୍ଧ ସାହି ନୂତନ ପାର୍କ, ନୂତନ ସର୍ବ ସାଧାରଣ ଶୌଚାଳୟ, ରେଡ଼ କ୍ରସ ରୋଡ଼ ବହୁ ମୁଖୀ ଗୋଷ୍ଠୀ କେନ୍ଦ୍ର,


ଭଞ୍ଜନଗର ଅତ୍ୟାଧୁନିକ ସବଦାହ ଗୃହ, ନୂତନ ମାର୍କେଟ କମ୍ପ୍ଲେକ୍ସ ପ୍ରଭୁତି ର ଶିଳାନ୍ୟାସ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଓ ବହୁ କାଉନସିଲର ଏବଂ ସହରର ବହୁ ଅନୁଷ୍ଠାନ ର ସଭ୍ୟ ଯୋଗଦେଇଥିଲ।


