
ବୁଗୁଡ଼ା , ୨୯/୦୬/୨୨ ( ଜିଲ୍ଲା ଖବର ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ଯାଳୟ, ଗ୍ଯାଁନ ବିଗ୍ଯାଁନ ଭବନ ,ବୁଗୁଡା, ଗଂଜାମ ଠାରେ ଏକ ଆଧ୍ଯାତ୍ମିକ ସମ୍ମାନ ସମାରୋହ ୭୫ ତମ ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ବିକେ ବିଷ୍ଟୁ ଦିଦିଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇ ଯାଇଛି ।




ଏଥିରେ ଶ୍ରମ ନିଯୁକ୍ତି ଓ ବୀମା ମନ୍ତ୍ରୀ ଭ୍ରାତା ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ
ଏନଏସି ଚେୟାର୍ ମେନ ଶ୍ରୀ ଚିତ୍ରସେନ ପ୍ରଧାନ,ଭାଇସ ଚେୟରମେନ ଗୀତାଞ୍ଜଳୀ ପ୍ରଧାନ ବ୍ଲକ ଚେୟର ମେନ ଶ୍ରୀମତୀ ପ୍ରିୟଦର୍ଶନୀ ଆଚାରୀ
ଭାଇସ ଚେୟାର୍ ମେନ ଶ୍ରୀ ମାନସ ରଂଜନ ପ୍ରଧାନ ତହସିଲଦାର ଶ୍ରୀ ସଂଗ୍ରାମ କେଶରୀ ଜେନା ଏମପି ଏବଂ ଏମଲ ପ୍ରତିନିଧି ଶ୍ରୀ ବସନ୍ତ କୁମାର ଦଲାଇ,ତ୍ରୀଲେଚନ ଦେରା ପ୍ରମୁଖ ଯୋଗ ଦେଇ ଥିଲେ ।




ବିକେ ସୌଦାମିନୀ ଭଉଣୀ ,ମୁଣ୍ଡମରାଇ ମଞ୍ଚ ପରିଚାଳନ କରିଥିଲେ,ବିକେ ବନିତା ଭଉଣୀ ,ଶ୍ରୀମତୀ ଭଉଣୀ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ ।ବିଷ୍ଟୁ ଦିଦି ମୁକୁଟ ,ଫୁଲ ହାର,ଉପଢଙ୍କୁଣୀ ପିନ୍ଧାଇ ଥିଲେ।




ମଂଚସିନ ଅତିଥି ସହ ବିକେ ସୁବାସ ଭାଇ, ସୁଦାମ ଭାଇ, ଦୀପ ପ୍ରଜ୍ଜଳନ କରଥିଲେ । ଶିଶୁ କଳାକାର ଆକାଂକ୍ଷା ନୃତ୍ଯ ପରିବେଣ କରି ଥିଲେ ।




ମନ୍ତୀ ଶ୍ରୀ କାନ୍ତ ସାର ବ୍ରହ୍ମାକୁମାରୀମାନଙ୍କ କାର୍ଯ୍ଯକୁ ପ୍ରଂଶସା କରି ଥିଲେ ।




ମୁଖ୍ଯାଳୟ ରାଜସ୍ଥାନର ଶୋଭା,ସଭ୍ଯତା,ବଣ୍ଣନା କରି ଆକୃ୍ଷ୍ଟ କରାଇଥିଲେ ।ବିକେ କୃଷ୍ଟ ଭାଇ,ପ୍ରଦୁସ ଭାଇ,ଭଗବାନ ଭାଇ, ଶ୍ଯାମ ଭାଇ, କଂଗ୍ରସ ଭାଇ,ରବି ଭାଇ, ସୁମିତ୍ରା ଭଉଣୀ,କୁନି ଭଉଣୀ,ଉନ୍ନତୀ,ଶାନ୍ତି,ଲିପିସା,ସାଗରୀକା,ଲକ୍ଷ୍ମୀ ଭଉଣୀ ସହଯୋଗ କରି ଥିଲେ । ବ୍ରହ୍ମା ଭୋଜନର ବ୍ଯବସ୍ଥା କରା ଯାଇ ଥିଲା ।


