Home ଅପରାଧ ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଫରେଷ୍ଟ କର୍ମଚାରୀଙ୍କ ମୃତ ।

ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ଫରେଷ୍ଟ କର୍ମଚାରୀଙ୍କ ମୃତ ।

76

ଭଞ୍ଜନଗର , ୨୪/୦୬/୨୨ ( ଜିଲ୍ଲା ଖବର ) : ବୁଗୁଡା ଫରେଷ୍ଟର ଅଧୀନରେ କାର୍ଯ୍ୟରତ ଜଣେ ମହିଳା ଫରେଷ୍ଟ ଗାର୍ଡ ଅସମତ ବିବି ବୁଗୁଡା ମିଟିଙ୍ଗ ସାରି ନିଜ ଅଫିସ ବାଲିପଦର ଆସିବା ବେଳେ ସାମ୍ନା ପଟୁ ଏକ ଟ୍ରାକ୍ଟର ଧକ୍କା ଦେବାରୁ ଘଟଣା ସ୍ଥଳରେ ହି ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କୁ ପ୍ରଥମେ ବାଲି ପଦର ମେଡିକାଲ ପରେ saba ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠା ଯାଇଥିଲା।


ମହିଳା ଜଣକ ଭଞ୍ଜନଗର ଅଞ୍ଚଳର ହୋଇଥିବା ବେଳେ ଗତ ତିନି ମାସ ହେଲା ବାଲିପଦର କୁ ଯାଇଥିଲେ।

ସେ ଜଣେ ମିଷ୍ଠ ଭାସି ମହିଳା ଥିଲେ ତେଣୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଭଞ୍ଜନଗର ମେଡ଼ିକାଲ ପରିସରରେ ବହୁ ଫରେଷ୍ଟ କର୍ମଚାରୀ ଓ ଫରେଷ୍ଟ ଅଫିସର ଯୋଗ ଦେଇଥିଲେ।