Home ମୁଖ୍ୟ ଖବର ବେଗୁନିଆପଡ଼ା ବ୍ଳକ ସାମ୍ବାଦିକ ସଂଘ ବୈଠକ

ବେଗୁନିଆପଡ଼ା ବ୍ଳକ ସାମ୍ବାଦିକ ସଂଘ ବୈଠକ

45

ବେଗୁନିଆପଡ଼ା ବ୍ଲକ ସମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରେ ଏକ ବୈଠକରେ ସଭାପତି ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ସମ୍ପାଦକ ଭଞ୍ଜ କିଶୋର୍ ମହାରଣା ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ବ୍ଲକ ସ୍ତରରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଥିବା ବେଳେ ସାମାଜିକ ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା l ଏଥି ସହିତ ପ୍ରେସ କ୍ଲବର ନୁତନ କାର୍ଯ୍ୟାଳୟ ତୁରନ୍ତ ଆରମ୍ଭ ହେବା ନେଇ ନିଷ୍ପତ୍ତି ହୋଇଥିଲା l ବୈଠକରେ ଉପ ସଭାପତି ଦିବାକର ପ୍ରଧାନ, କୋଷାଧ୍ୟକ୍ଷ ପବିତ୍ର କୁମାର ରାଉତଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l